ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେଆଇନ୍ ଚିକିତ୍ସା

ଦୋକାନ ସିଲ୍ ଓ ଏତଲା ଦେବାକୁ କହିଥିଲେ ଡାକ୍ତର ସରକାରୀ ନିୟମକୁ ଖାତିର୍ ନାହିଁ ! ବଲାଙ୍ଗୀର : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେଆଇନ୍ ଔଷଧଦୋକାନ ସହିତ ତ୍ରୁଟିପୂର୍ଣ୍ଣ ରୋଗୀଚିକିତ୍ସା ଅଭିଯୋଗ ପ୍ରକାଶ ସତ୍ତ୍ବେ ସରକାରୀ ନିୟମକୁ ଖାତିର୍ ନାହିଁ । ସ୍ପଷ୍ଟ ଦିବାଲୋକରେ ବେଧଡ଼କ୍ କ୍ବାକ୍ ବା ଠକବୈଦ୍ୟଙ୍କ ଦ୍ବାରା ଉଭୟ ସହର ଓ ଗ୍ରାମାଞ୍ଚଳରେ ବେଆଇନ କ୍ଲିନିକ୍ ଓ ଭୁଲ୍ ରୋଗୀଚିକିତ୍ସା ଅବାରିତ

Read More

କେନ୍ଦୁପତ୍ର ଅନିୟମିତତାର ଭାତହାଣ୍ଡିରୁ ଗୋଟିଏ

ଫରେଷ୍ଟର ନିଲମ୍ବିତ : ଖସିଗଲେ ରେଞ୍ଜର ! ବଲାଙ୍ଗୀର : ବଲାଙ୍ଗୀର କେନ୍ଦୁପତ୍ର ସର୍କଲ ଅନ୍ତର୍ଗତ ଟିଟିଲାଗଡ ଡିଭିଜନର ଦେଓଗାଁ’ ରେଞ୍ଜରେ ଫଡିରୁ ଗୋଦାମକୁ ପ୍ରସେସିଂ ବିଡାବନ୍ଧା କେନ୍ଦୁପତ୍ର ପରିବହନରେ ଅନିୟମିତତାର ଅଭିଯୋଗ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ତଦନ୍ତ ପୂର୍ବକ ଡିଏଫଓ ସମ୍ପୃକ୍ତ ଫରେଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି । ପ୍ରକାଶ ଯେ ଗତ ୨୦ ତାରିଖରେ ନୂଆପାଲି ଓ ବଗଡା ଫଡିରୁ ଏକ

Read More

କ୍ବାକ୍ କାରନାମା

ସାନ ଉଡେନ୍ ପରେ ବଡ ଉଡେନ୍ ! ଖପ୍ରାଖୋଲ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକ୍ ରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସାନଉଡେନ୍ ଗ୍ରାମରେ ଏକ ବାପପୁଅ କ୍ବାକ୍ ଙ୍କ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ବେଆଇନ୍ କ୍ଲିନିକ୍ ଓ ଔଷଧଦୋକାନ ସିଲ୍ ହେବା ଘଟଣା ପରେ ସେହି ଅଞ୍ଚଳର ବଡଉଡେନ୍ ଗ୍ରାମର ଜଣେ ଧଣ୍ଡାମୁଣ୍ଡା ସରକାରୀ ପିଏଚସି

Read More

ବଲାଙ୍ଗୀର ଜିଲ୍ଲାରେ କ୍ବାକ୍ ଚିକିତ୍ସା ବେଲଗାମ୍ !

ସାନଉଡେନ୍ କ୍ବାକ୍ ଚିକିତ୍ସା ଓ ବେଆଇନ କ୍ଲିନିକ୍ ସିଲ୍ ! ବଲାଙ୍ଗୀର : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କ୍ବାକ୍ ଚିକିତ୍ସା ବେଲଗାମ୍ ହୋଇଛି । ଏପରିକି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଔଷଧଦୋକାନ ସିଲ୍ ଓ ନିଷେଧାଦେଶକୁ ବେଖାତିର୍ କରୁଛନ୍ତି ଏହି କ୍ବାକ୍ ମାନେ ! ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ ଉପଖଣ୍ଡର ଖପ୍ରାଖୋଲ ଥାନାର ସାନଉଡେନ ଗ୍ରାମରେ ।

Read More

ନାବାଳିକାକୁ ବିବାହ କରିଥିବା ନିର୍ଯାତନାକାରୀ ସ୍ବାମୀ ଗିରଫ

ବଲାଙ୍ଗୀର : ବହୁବାର ଥାନାରେ ଏତଲା ଓ ଅଭିଯୋଗ ପରେ ପ୍ରଭାବଶାଳୀ ରାଜନେତାଙ୍କ ଚାପ ଯୋଗୁଁ ଖସିଯାଉଥିବା କିଛିବର୍ଷ ପୂର୍ବେ ଜଣେ ନାବାଳିକାକୁ ତା’ ଘରଲୋକଙ୍କୁ ଟଙ୍କାଦେଇ କିଣିନେଇ ନାବାଳିକାଟିର ଇଚ୍ଛା ବିରୁଦ୍ଧରେ ଠକିକରି ବାହା ହୋଇ ନିର୍ଯାତନା ଦେଉଥିବା ଜଣେ ଅଭିଯୁକ୍ତଙ୍କୁ ଶେଷରେ ପୁଲିସ ଗିରଫ କରିଥିବା ପ୍ରକାଶ । ଅଭିଯୋଗରୁ ପ୍ରକାଶ ଯେ , ବଲାଙ୍ଗୀର ସହରର ଜଣେ ଗରିବ ଓଡିଆ

Read More