ଭିଜିଲାନ୍ସରେ ପଡିବା ପରେ ବି କମୁନି କଷ୍ଟମ୍ ମିଲିଂ ଲାଞ୍ଚ ବଲାଙ୍ଗୀର : ପୂର୍ବତନ ସିସିଏସଓ ବା ଏ ଏମ୍ ଭିଜିଲାନ୍ସ ମାମଲାରେ ଛନ୍ଦିହେବା ପରେ ମଧ୍ଯ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗର କେଳେଙ୍କାରୀ ଥମୁନାହିଁ । ଉଭୟ ଖରିଫ ଓ ରବିଋତୁର ଧାନକିଣା ଓ କଷ୍ଟମ୍ ମିଲିଂରେ ହେରଫେର ଅବାରିତ ରହିଛି । ଏବର ନୂତନ ସିସିଏସଓ, ସିଏସଓ , ଏସିଏସଓ ,
Read Moreଏଫ୍ ଆଇ ଆର୍ ନ ନେଇ ଓ କେସ୍ ଋଜୁ ନ କରି ଗିରଫ ନ କରିବାର ପୁରସ୍କାର ବଦଳି ! କଣ୍ଟାବାଞ୍ଜି : ଏଇ ଅଳ୍ପଦିନ ତଳର କଣ୍ଟାବାଞ୍ଜିରେ ରାତିରେ ଏକ ଝାଲ୍ ମୁଢି ଠେଲାରେ ମଦପିଇ ମାତାଲ୍ ଥାନାଧିକାରିଣୀଙ୍କ ସ୍ବାମୀଙ୍କର ସେଠାରେ ପତ୍ନୀଙ୍କ ସହ ଭୁଜା ଖାଉଥିବା ଜଣେ ସ୍ଥାନୀୟ ମାରୁଆଡି ଯୁବବ୍ୟବସାୟୀଙ୍କୁ ସାମାନ୍ଯ ବଚସାରେ ମୁଥମାରି ମାଡମାରିବା ଓ ଥାନାରୁ
Read Moreବାଇପାସ୍ ରାସ୍ତାନିର୍ମାଣ ସମ୍ପୂର୍ଣ୍ଣ ଓ କାଞ୍ଜିଆହୁଦା କେବେ ? ବଲାଙ୍ଗୀର : ଗତ ୧୮ ତାରିଖରେ ବଲାଙ୍ଗୀର ସହରର ବରଗଡ- ବୋରିଗୁମ୍ମା ଜାତୀୟରାଜପଥର ପ୍ଯାଲେସ୍ ଲାଇନ୍ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ଓ ଏକ ରାସ୍ତାକଡ ବିରିୟାନୀ ଫାଷ୍ଟଫୁଡ୍ ଦୋକାନ ପାଖର ଅଳିଆଗଦାରେ ଏକ କଅଁଳା ବାଛୁରୀର ଛିନ୍ନମୁଣ୍ଡ ଓ ଗୋଡଆଦି ପଡିଥିବା ଦେଖି ଉକ୍ତ ମୁସଲମାନ ଯୁବକର ଉକ୍ତ ଦୋକାନରେ ସେ ବିରିୟାନୀରେ ଗୋ-ମାଂସ
Read Moreବଲାଙ୍ଗୀର : ଏଇ କିଛିଦିନ ହେଲା ବଲାଙ୍ଗୀର ଜିଲ୍ଲାରେ ମିଲର୍ସଙ୍କ ଦ୍ବାରା ଚାଲିଛି ବାହାରୁ ବେଆଇନ୍ ଭାବରେ ଧାନ ଆମଦାନୀ ସହିତ ବିଭିନ୍ନ ଉପାୟରେ ଯୋଗାଣବିଭାଗକୁ ଡରାଇ ବିଲ୍ ଉଠାଇବାର ଡରାଣ । ଏହାପଛରେ ମଧ୍ଯ ରହିଛି ରାଜନୈତିକ ସମର୍ଥନ ଓ କାରଣ I ଫଳରେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି ଯୋଗାଣବିଭାଗର ଅଧିକାରୀମାନେ । ନିକଟରେ ଘଟିଥିବା କେତେକ ଘଟଣାରୁ ଏହା
Read Moreମହିଳା ଓ ଶିଶୁବିକାଶ ବିଭାଗର ‘ ଅଦ୍ବିକା ‘ କିଶୋରୀ ବାଳିକା ଯୋଜନାର ବିଫଳତା ଓ ଆଦିବାସୀ କଲ୍ଯାଣ ବିଭାଗରେ ଶିକ୍ଷାସଚେତନତାର ଅଭାବ ! ବରଗଡ / ବଲାଙ୍ଗୀର : ଗତ ପ୍ରାୟ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଛାତ୍ରୀ / ମହିଳାଙ୍କ ମୃତ୍ୟୁ ଘଟଣା ସରକାରଙ୍କ ପାଇଁ ଉ ଦ୍ ବେ ଗ ସୃଷ୍ଟି
Read More