ଅପରାଧ

ରାଉରକେଲାରେ ପୁଣି ଗଣଦୁଷ୍କର୍ମ ଘଟଣା

କାହାକୁ ଦାୟୀ କରାଯିବ ?  ରାଉରକେଲା :  ନିକଟରେ ରାଉରକେଲାର ଜନଗହଳ ବିର୍ସାମୁଣ୍ଡା ଛକ ପାଖର ଗଣଦୁଷ୍କର୍ମ ଘଟଣା ପରେ ଗତ ୨୨ ତାରିଖ ରାତିରେ  ପୁଣି ଏକ ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ପୂର୍ବ ମାମଲାରେ ୭ ଜଣ ଜଡିତ ଥିବା ବେଳେ ଦ୍ବିତୀୟ ମାମଲାରେ ୫ ଜଣ ସମ୍ପୃକ୍ତ ରହିଥିବା ପ୍ରକାଶ । ଆଗର ମାମଲାରେ ପୁଲିସ୍ କେତେକ

Read More
ଜିଲ୍ଲା

ତରଭାରେ ୨ କୋଟି ଆପ୍ ଠକେଇ ମାମଲା

ଠକକମ୍ପାନୀର କମିଶନ ଏଜେଣ୍ଟ୍ ବିରୋଧରେ ଏତଲା ହୁଗୁଳା ଦଣ୍ଡବ୍ୟବସ୍ଥାର ଫାଇଦା ନେଇ ଅଭିଯୁକ୍ତ ମୁକୁଳାସାଇବର ଠକେଇରେ ଫସି ଆତ୍ମହତ୍ୟା କରୁଛନ୍ତି ଯୁବକମାନେ ତରଭା  :  ସାରାରାଜ୍ୟ ସମେତ ପଶ୍ଚିମଓଡିଶାର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଛନ୍ଦିହେଲାଣି ସାଇବରଠକେଇର ଜାଲ । ଏଥିରେ କିଛିଦିନ ମଧ୍ୟରେ ଆତ୍ମହତ୍ୟା କରି ବଲାଙ୍ଗୀର ବା ସୋନପୁରଜିଲ୍ଲାରେ ଗଲାଣି ୪ ଜଣ ଯୁବକଙ୍କ ଅମୂଲ୍ୟଜୀବନ । ଏବେ ସୁବର୍ଣ୍ଣପୁର ଜିଲ୍ଲାର

Read More
ଓଡ଼ିଶା

ସରକାରୀ ଚାକିରୀ ପାଇଁ ଦଲାଲ୍ ସକ୍ରିୟ  !

ଓ ଏସ୍ ଏସ୍ ଏସ୍ ପରୀକ୍ଷାକୁ ଅଧିକ ନଜର୍ ଇ ନ୍ ସା ଇ ଡ ର୍ ଟ୍ରେଡିଂ ବା ମେରିଟ୍ ଦୁର୍ନୀତି କୌଶଳ ଭୁବନେଶ୍ବର :  ସୀମିତ ସରକାରୀ ଚାକିରୀ ବାହାରୁଥିବା ସହିତ ମୁଖ୍ୟତଃ ଆଉଟ୍ ସୋର୍ସିଂ ଜରିଆରେ ପିଲାଙ୍କୁ ଚାକିରୀ ଦିଆଯାଉଥିବାରୁ ରାଜ୍ୟରେ ବେକାରୀସମସ୍ୟା ଉତ୍କଟ ହୋଇପଡିଛି । ଏହାର ଫାଇଦା ନେଇ ଠକମାନେ ଚାକିରୀ ଆଶାୟୀଙ୍କୁ ବିଭିନ୍ନ ଅଭିନବ କୌଶଳରେ

Read More
ଜିଲ୍ଲା

ଗୋଦାମରେ ଗଡବଡ

ସରକାରୀ ଚାଉଳ ହେରଫେରର ଅବୈଧ ମଧୁଚନ୍ଦ୍ରିକା ମିଲର୍ସ + ଯୋଗାଣ ଅଧିଚାରୀ + ଗୋଦାମ କର୍ମଚାରୀ ସାମିଲ୍ ପାଟଣାଗଡ଼ :  ବର୍ଷ ବର୍ଷ ଧରି ଚାଲିଛି ସରକାରୀ ଚାଉଳର ହେରାଫେରି ।  ଏଥିରେ ସାମିଲ୍ ରହୁଛନ୍ତି ଅସାଧୁ ମିଲର୍ସ + ଯୋଗାଣ ଅଧିକାରୀ + ଗୋଦାମ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବା କର୍ମଚାରୀ । ତଳୁ ଉପର ପର୍ଯ୍ୟନ୍ତ ଏଇ ଦୁର୍ନୀତିର

Read More
ଓଡ଼ିଶା

ଦାଦନଚାଲାଣ ବନାମ ମଣିଷ ବେପାର

ଦାଦନ ଧରପଗଡ ନିୟମର ପ୍ରକାରଭେଦ ଶ୍ରମବିଭାଗ ଅପେକ୍ଷା ଥାନାଫାଣ୍ଡି ପୁଲିସ୍ ର ସକ୍ରିୟତା ଅନ୍ତରାଳେ କଣ୍ଟାବାଞ୍ଜି  : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଖାଲି ନୁହେଁ , ଏବେ ଆରମ୍ଭ ହୋଇଯାଇଛି , ସାରା ପଶ୍ଚିମଓଡିଶାରୁ ଦାଦନଶ୍ରମିକ ଚାଲାଣର ଋତୁ । ଶହେବର୍ଷର ଏଇ ମଣିଷବେପାରର ପରମ୍ପରାରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ଶ୍ରମବିଭାଗରୁ ଆରମ୍ଭ କରି ପୁଲିସ୍, ରେଳବାଇ , ଗାଡିମଟର ଭଡାବାଲେ

Read More