ଅପରାଧ

ସାଇବର ଠକେଇର ଜାଲରେ ଓଡିଶା

ବ୍ରହ୍ମପୁରରେ ବି ଅନ୍ ଲାଇନ୍ ଟ୍ରେଡିଂରେ ୧୬ ଲକ୍ଷ ହଡପ  ! ବ୍ରହ୍ମପୁର  : ଦିନକୁଦିନ ରାଜ୍ୟରେ ବିଭିନ୍ନ ଆପ୍ , ମୋବାଇଲ୍ ହ୍ବାଟ୍ସଅପ୍ , ଅନ୍ ଲାଇନ୍ ଟ୍ରେଡିଂ ଆଦି ଜରିଆରେ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଠକମାନେ ଏହା ଜରିଆରେ ପ୍ରଥମେ କିଛି କିଛି ଥୋପର ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଲୁଟି

Read More
ନ୍ୟୁଜ୍

ଗଜଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକ

ବଲାଙ୍ଗୀର : ସହରର ସର୍ବପୁରାତନ ଗଜଲକ୍ଷ୍ମୀ ପୂଜା ମଧ୍ଯରେ ନାଲଖଣ୍ଡି ପଡା ପୂଜା ଅନ୍ୟତମ। ଗତକାଲି ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ଆସନ୍ତା ଅକ୍ଟୋବର ୧୬ରେ ହେବାକୁ ଥିବା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି। ସଭାପତି ଭାବରେ ଲଳିତ କୁମାର ପଣ୍ଡାଙ୍କ ସମେତ ଉପସଭାପତି ଭାବରେ ଲକ୍ଷ୍ମୀଧର ବାଗ, ସମ୍ପାଦକ ପଞ୍ଜାନନ ଗଡୁଆ, ସହ ସମ୍ପାଦକ ପ୍ରହଲାଦ ପଟ୍ଟନାୟକ,

Read More
ଓଡ଼ିଶା

ନବୀନ ବନାମ ମୋହନ

ଭରତପୁର ଥାନାକାଣ୍ଡର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଘଟଣାକୁ ନେଇ ହାଇକୋର୍ଟଙ୍କ ଉଦ୍ ବେଗ ଓ କ୍ଷୋଭ ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା ଭୁବନେଶ୍ବର : ଅବଶେଷରେ ଭରତପୁର ଥାନାକାଣ୍ଡର ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚନ୍ଦକାଥାନାରେ ଝଗଡାର ଅପରପକ୍ଷର ୭ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ , ଭରତପୁର ଥାନାରେ କର୍ତ୍ତବ୍ୟରତ ପୁଲିସ୍ କାମରେ ପ୍ରତିବନ୍ଧକ ନିମନ୍ତେ

Read More
ଅପରାଧ

ରାଉରକେଲା ନାବାଳିକା ଗଣଦୁଷ୍କର୍ମ   !

ଫାଶୀଦଣ୍ଡ ସତ୍ତ୍ୱେ ନାରୀଧର୍ଷଣ ବୃଦ୍ଧିର କାରଣ ସରକାରଙ୍କ ମଦନୀତି ନା ଆଇନଶୃଙ୍ଖଳା ପ୍ରତି ଅପରାଧୀଙ୍କ ବେଖାତିର୍ ? ରାଉରକେଲା :  ପୁଣି ରାଜ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ଗତ ୨୧ ତାରିଖରେ ସ୍ଥାନୀୟ ବିର୍ସାମୁଣ୍ଡା ଛକ ନିକଟରେ ୨ ଜଣ ନାବାଳିକାଙ୍କୁ ୭ ଜଣ ମଦ୍ୟପ ଅଭିଯୁକ୍ତ ଅଟୋ ଓ ପିକ୍ ଅପ୍ ଚାଳକ ସନ୍ଧ୍ୟାବେଳେ ଜନଗହଳିପୂର୍ଣ

Read More
ଜିଲ୍ଲା

ଥମୁନି ସାଇବର ଜୁଆଖେଳ ଓ ଠକେଇ

ପାଟଣାଗଡରେ ୫ ଲକ୍ଷ ହାରି ଯୁବକଙ୍କ ଆତ୍ମହତ୍ୟା  ଓସୋନପୁର ମହାନଦୀରୁ ଆତ୍ମହତ୍ୟା କରିଥିବା ଯୁବକଙ୍କର ଶବ ଉଦ୍ଧାର  ! ପାଟଣାଗଡ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଇବର ଠକେଇ ବା ମୋବାଇଲ୍ ଜୁଆଖେଳ ଶୋଚନୀୟ ପରିସ୍ଥିତି ସୃଷ୍ଟି କଲାଣି । କେଉଁଠି ଆପ୍ ରେ ଏହି ଠକେଇ ବା କେଉଁଠି ଟ୍ରେଡିଂରେ ଏହି ଜୁଆଖେଳ ଚାଲିଛି । ନିକଟରେ ପୁରୀରୁ ଆରମ୍ଭ ହୋଇ ବୌଦ୍ଧ , ସୋନପୁର

Read More