ସମସ୍ୟାର ନିରାକରଣରେ ସରକାରଙ୍କ ଅସାମର୍ଥ୍ୟ ? ଭୁବନେଶ୍ବର : ଏବେ ଚର୍ଚ୍ଚା ଜୋର୍ ଧରିଛି କମ୍ପ୍ୟୁଟର ଦୋକାନ ବା ସାଇବର କେଫେରେ ନିଯୁକ୍ତି ଦୁର୍ନୀତିର ଅଭିଯୋଗ । ରାଜଧାନୀ ଭୁବନେଶ୍ଵର ହେଉ ବା ବୌଦ୍ଧଆଦି ଜିଲ୍ଲାର ଦହ୍ୟା ; ସଂପ୍ରତି ଚାଲିଥିବା ଆର୍ ଆଇ , ଏ ଆର୍ ଆଇ ଓ ଅମୀନ୍ ଚାକିରୀ ପାଇଁ ଅନ୍ ଲାଇନ୍ ପରୀକ୍ଷାରେ ଜାଲିଆତି , ଠକେଇ
Read Moreସାବାସ୍ ସରକାର ! ଫୁଲବାଣୀ : ଗତମାସ ୨୬ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ଗାଡିମଟର ଯାଞ୍ଚ କରୁଥିବା ପୁଲିସ୍ ଗୋଛାପଡା- କଣ୍ଟାମାଳ ରାସ୍ତାର ଡାଙ୍ଗଣାମୁ ଘାଟୀରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାପଡା ଗ୍ରାମର ଜଣେ ବାଇକ୍ଆରୋହୀ ଯୁବକ ଜ୍ୟେଷ୍ଠ ବଣ୍ଡକୀଙ୍କୁ ପିଟି ପିଟି ଗାଡି ଚପାଇ ମାରିଦେଇଥିବା ଯୁବକଟିର ପତ୍ନୀ ସୁମନ୍ତୀ ବଣ୍ଡକୀ ଗୋଛାପଡା ଥାନାରେ ଏକ ଏତଲା
Read Moreବଲାଙ୍ଗୀର : ଗତ ସରକାରଙ୍କ ଅମଳରେ ସରକାରୀ ପ୍ରାଥମିକ ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ୟୁନିଫର୍ମ ଯୋଗାଣରେ ଗତବର୍ଷଠାରୁ ଏଯାବତ୍ ହେରଫେର ଅଭିଯୋଗ ପରେ ଏବେ ଅଙ୍ଗନବାଡି ଶିଶୁଙ୍କ ପାଇଁ ସରକାର ଯୋଗାଉଥିବା ଶୀତବସ୍ତ୍ର ବା ସୁଇଟର ଯୋଗାଣରେ ମଧ୍ୟ ସେଇଭଳି ଢଙ୍ଗରେ ସେଇ ପୋଷାକମାଫିଆଙ୍କ ଦ୍ବାରା ଅଧିକୃତ ତଥାକଥିତ ଚୟନ କମିଟି ଓ ଅଧିକାରୀଙ୍କ ସହ ଅବୈଧ ମଧୁଚନ୍ଦ୍ରିକାରେ ବ୍ୟାପକ
Read Moreଯାଜପୁର ଓ ବଲାଙ୍ଗୀରରେ ଶିଶୁବିକ୍ରି ତଦନ୍ତରେ ଫରକ୍ ! ଭରତପୁର ଥାନା ଓ ଗୋଛାପଡା ଥାନାର ପୁଲିସ୍ ବିରୋଧରେ ଅଭିଯୋଗର ବି ? ବଲାଙ୍ଗୀର : ଗତ କଂଗ୍ରେସ ଓ ବିଜେଡି ସରକାରଙ୍କ ଅମଳରେ ହେଉ ବା ଏବର ଡବଲ ଇଞ୍ଜିନ୍ ବିଜେପି ସରକାରର ଚଳିତ ଶାସନରେ , ପଶ୍ଚିମଓଡିଶା ପ୍ରତି ସରକାରୀ ଅବହେଳାର ଉଦାହରଣ ଦୁଇଟି ବହୁଚର୍ଚ୍ଚିତ ଘଟଣାର ତଦନ୍ତରୁ ସୁସ୍ପଷ୍ଟ ।
Read Moreପୁଲିସ୍ ବିରୋଧରେ ହତ୍ୟା ଅଭିଯୋଗ ! ଗଞ୍ଜେଇଧରାରୁ ଅଘଟଣ ବୌଦ୍ଧ / ଫୁଲବାଣୀ : ଲୋକଙ୍କୁ ପୁଲିସ୍ ଉଚିତ୍ ବ୍ୟବହାର ସହ ନ୍ୟାୟ ଦେବାକୁ ନବଗଠିତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୬ ତାରିଖରେ ରାଜଧାନୀରେ ଅନୁଷ୍ଠିତ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ଉଦ୍ ବୋଧନ ଦେଉଥିବା ସମୟରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ କନ୍ଧମାଳ ଜିଲ୍ଲାରେ ସେତେବେଳେ ଘଟିଥିଲା
Read More