ମହିଳା ଏସ୍ ଏଚ୍ ଜିଙ୍କ ଠାରୁ କୋଟି ଟଙ୍କା ଠକେଇ ! ଉପରଠାଉରିଆ ତଦନ୍ତ କରି ପୁଲିସ୍ କରୁଛି ହାତଚିକ୍କଣ ? ବଲାଙ୍ଗୀର : ସରକାରଙ୍କ ଭିନ୍ନକ୍ଷମ କୋଟାରେ ଚାକିରୀ କରୁଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଶିକ୍ଷକ ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ପ୍ରଲୋଭନ ଦେଇ ବ୍ୟାଙ୍କ ଋଣ କରାଇଦେଇ ଅଭିନବ ଉପାୟରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ପ୍ରକାଶ
Read Moreଇଞ୍ଜେକ୍ ସ ନ୍ ଦେଲା ପରେ ଗୁରୁତର ! ସରକାରୀ ଡାକ୍ତରଖାନାରୁ ପୋଷ୍ଟମର୍ଟମ ନ କରି ଶବ ଫେରସ୍ତ ପାଟଣାଗଡ : ଗତ ଅପ୍ରେଲ୍ ୨୪ ତାରିଖ ଦିନ ପାଟଣାଗଡ ନିବାସୀ କଣ୍ଟାବାଞ୍ଜି କଲେଜର ଜଣେ ସୁସ୍ଥ ସବଳ ଯୁବ ଅଧ୍ୟାପକ ରାଜୀବ ମେହେରଙ୍କର ସାମାନ୍ଯ ଦୁର୍ବଳ ଲାଗିବାରୁ ସ୍ଥାନୀୟ ଏକ ଡା ଦିଲିପ କୁମାର ମେହେରଙ୍କ ଘରୋଇ କ୍ଲିନିକ୍ ‘ସତ୍ୟ ପୋଲି କ୍ଲିନିକ୍
Read Moreପେମେଣ୍ଟ ସିଡ୍ୟୁଲ ଓ ମଷ୍ଟରରୋଲ୍ ର ଭିଜିଲାନ୍ସ ତଦନ୍ତ ଦାବି ବଲାଙ୍ଗୀର : ଚଳିତବର୍ଷ କେନ୍ଦୁପତ୍ର ଋତୁରେ ଫଡି ମରାମତି ବା ନିର୍ମାଣ ସରି ଗୋଛାକଟେଇ ପରେ ପତ୍ରପୋଡା ଓ ପତ୍ରକିଣା ଆରମ୍ଭ ହୋଇ ଅଧା ସରିବାକୁ ବସିଲାଣି । ତେବେ ବଲାଙ୍ଗୀର ସର୍କଲ୍ ର ୮ ଟି ଯାକ କେନ୍ଦୁପତ୍ର ଡିଭିଜନର ପ୍ରାୟ ପ୍ରତ୍ୟେକ ରେଞ୍ଜ୍ ବା ସେକ୍ ସନ୍ ଗୁଡିକରେ ଥିବା
Read Moreଅଙ୍ଗନବାଡି ଛତୁଆ ରାଜନୀତି ! ମିଶନଶକ୍ତିର ସ୍ବୟଂ ସହାୟିକା ଗୋଷ୍ଠୀ ହାତରେ ଶିଶୁଖାଦ୍ୟ ! ବଲାଙ୍ଗୀର : ଅଙ୍ଗନବାଡିର ଶିଶୁଖାଦ୍ୟ ରୂପେ ଦିଆଯାଉଥିବା ଛତୁଆ ସରକାରଙ୍କ ଦ୍ଵାରା କ୍ରମଶଃ ରାଜନୀତିକରଣ ହୋଇଚାଲିଛି । କେବେ ଏହାର ମହିଳାଙ୍କୁ କ୍ଷମତାସୀନ ଦଳର ଭୋଟ୍ ବ୍ୟାଙ୍କ୍ ବା ନିର୍ବାଚନୀ ସଭାର ଶକ୍ତିପ୍ରଦର୍ଶନ ତ , କେଉଁଠି ନେତା / ଅଧିକାରୀଙ୍କ ବେପାର ଓ କମିଶନୀ ପାଇଁ ‘ବନ୍ଧାହୁଆ
Read Moreଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ବିଫଳତା ସୋନପୁର : ଜଳକଷ୍ଟ ଦୂର କରିବାକୁ ଗାଁ’ଗୁଡିକୁ ପାଇପ୍ ରେ ପାନୀୟଜଳ ଯୋଗାଣ ପାଇଁ ଚୁକ୍ତି କରି ଏକାଧିକ ପ୍ରକଳ୍ପ ବିଫଳ ହେବା ଓ ପୂର୍ବ ପ୍ରକଳ୍ପଗୁଡିକୁ ବାତିଲ୍ କଲାପରେ ରାଜ୍ୟବାହାରର ଏକ ଠିକାକମ୍ପାନୀ ୨ ବର୍ଷ ମଧ୍ଯରେ କାମ ସାରିବାକୁ ଚୁକ୍ତିବଦ୍ଧ ହୋଇ ଅଧିକା ୩ ବର୍ଷ ଲଗାଇ ଅଯଥା କାଳକ୍ଷେପଣ କରି କୋଟି କୋଟି ଟଙ୍କାର
Read More