ଶ୍ରମିକ ସୁରକ୍ଷାର ଉଲଙ୍ଘନ !

ମାସ୍ ଇଥାନଲ୍ କାରଖାନାର ପ୍ରଦୂଷଣ ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଦିଲ୍ଲୀର ଜଣେ ଅଣଓଡିଆ ବ୍ୟବସାୟୀ ଅନୀଲ୍ କାନୋଡିଆଙ୍କର ‘ ମାସ୍ ସ୍ପିରିଟ୍ ‘ ବା ‘ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ ‘ ନାମକ ଏକ ଇଥାନଲ କାରଖାନାର କୌଣସି ସରକାରଙ୍କ ନିୟମ ପ୍ରତି ଭ୍ରୂକ୍ଷେପ ନଥିବା ଅଭିଯୋଗ ପ୍ରକାଶ ପାଇଆସୁଛି । ଗତ

Read More

ଡାକ ବିଭାଗର ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ମାମଲା

୩ ବର୍ଷ ପରେ ୨ୟ ଦଫାରେ ପୁଣି ୫ ଗିରଫ : ବାକିମାନେ କେବେ ? ବଲାଙ୍ଗୀର : ଗତ ୨୦୨୩ ମାର୍ଚ୍ଚମାସରେ ବଲାଙ୍ଗୀର ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଧରାପଡିଥିବା ଜାଲ୍ ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚ ଏହି ରାକେଟ୍ ର ୨ ଜଣ ମାଷ୍ଟରମାଇଣ୍ଡ୍ ଙ୍କ ସମେତ ୧୭ ଜଣ ସ୍ଥାନୀୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଟାଉନ୍ ଥାନା ପୁଲିସ, କ୍ରାଇମବ୍ରାଞ୍ଚ

Read More

କ୍ଷମତାର ଅପବ୍ୟବହାର ପାଇଁ କିଏ ମୁହଁ ବଢାଉଛି ?

ଆଇଏଏସ୍ ଅଧିକାରୀଙ୍କ ଲାଞ୍ଚ ମାମଲା ନୁଆକଥା ନୁହେଁ , ଅନେକ ଅଛନ୍ତି : ଲୋକେ ସାହସ କରୁନାହାଁନ୍ତି ! ଭବାନୀପାଟଣା : ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚ କ୍ ମା ଜଣେ ଜୟପାଟଣାର ଜଣେ କ୍ରସର୍ ମାଲିକ ହର୍ଷବର୍ଦ୍ଧନ ବେହେରାଙ୍କୁ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ୨୦ ଲକ୍ଷ ଟଙ୍କା ଦାବିକରି ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ

Read More

‘ ଧିକ୍ ସେହିମାନଙ୍କୁ , ଯୋଉ ମାନେ ମିଛ କହି ମୋ ଜୀବନକୁ ବରବାଦ୍ କରିଦେବାକୁ ଚ।ହୁଁଛନ୍ତି… ! ‘

ପାର୍ଶଲ୍ ବୋମା ଓ ପୁଞ୍ଜିଲାଲ୍ ପ୍ରସଙ୍ଗ : ଆଜୀବନ କାରାଦଣ୍ଡାଦେଶ : ହାଇକୋର୍ଟରେ ଅପିଲ୍ ପ୍ରସ୍ତୁତି ଡେମୋ ଭିଡିଓରେ ଦୋଷ ସ୍ବୀକାର ଓ ରାୟ ପରେ ଆରୋପୀର ଚିତ୍କାର : କେଉଁଟା ସତ ? ପାଟଣାଗଡ : ‘ ମୁଁ ଏହା କରିଛି । କେବଳ ଆପଣଙ୍କୁ କହୁଛି । ମୁଁ ଆଡ୍ ମିଟ୍ କଲି । ଶହେଥର କରି ଦେଖାଇ ଦେବି ।

Read More

ଏଯାଏଁ ଆସିନି ଭିସେରା ରିପୋର୍ଟ !

ଲୋକନାଥ ନାଏକ ହତ୍ୟା ଅଭିଯୋଗ ମାମଲା ସୋନପୁର : ଗତ ୨୦୨୩ ନଭେମ୍ବର ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଗ୍ରାମର ନିବାସୀ ତଥା ଶିକ୍ଷକ ଲୋକନାଥ ନାଏକଙ୍କର ହତ୍ୟା ଅଭିଯୋଗ ମାମଲା । ସେହିଦିନ ସୋନପୁର ଥାନା ଅନ୍ତର୍ଗତ ମହାନଦୀ ବିଜୁ ସେତୁ ତଳ ଏକ ଅଳ୍ପ ପାଣିଖାଲରେ ଭାସୁଥିବା ଅବସ୍ଥାରେ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର

Read More