କେବେ ହେବ ଓଡିଆଅସ୍ମିତାର କର୍ମଶାଳା ? ଭୁବନେଶ୍ବର : ଯେଉଁ ସଂଜୀବନୀ ଶବ୍ଦ ‘ ଓଡିଆଅସ୍ମିତା ‘ ପାଇଁ ଗତ ୨୪ ବର୍ଷର ଏକଛତ୍ରବାଦୀ ବିଜେଡି ଶାସନର ବିଲୟ ଘଟିଲା ଓ ରାଜ୍ୟରେ ନୂତନ ଏକ ଯାଦୁକରୀ ମୋଦୀ ବନାମ ଏଇ ଲହରରେ ଭାଜପା ସରକାର ଆସିଗଲା ; ସେଇ ତଥାକଥିତ ‘ ଓଡିଆଅସ୍ମିତା ‘ ଶବ୍ଦଟିର ଯିଏ ଉଦ୍ଭାଭନକର୍ତ୍ତା ହୋଇଥାଆନ୍ତୁ ନା କାହିଁକି
Read Moreପେକ୍ସରେ ପିଟି ଓ କୃଷିଋଣ ଜାଲିଆତି ଡିଆରସିଏସ୍ ଓ ଯୋଗାଣବିଭାଗ ବି ସାମିଲ୍ ସମ୍ବଲପୁର : ଚାଷୀମାନଙ୍କୁ ମହାଜନୀସୁଧ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥା କବଳରୁ ରକ୍ଷା କରିବାକୁ ସରକାର ସମବାୟ ବ୍ୟାଙ୍କ ଜରିଆରେ କୃଷିଋଣରେ ରିହାତି ଓ ଗତ କିଛିବର୍ଷ ହେଲା ସୁଧମୁକ୍ତ ଋଣର ବ୍ୟବସ୍ଥା କରିଥିଲେ ହେଁ , ଅସାଧୁ ରାଜନୈତିକ ଥଇଥାନ ଓ ଦୁର୍ନୀତିଖୋର୍ କର୍ମଚାରୀଙ୍କ ଯୋଗୁଁ ରାଜ୍ୟର ସମବାୟ
Read Moreକୌଣସି ବ୍ୟବସ୍ଥାର ସଂସ୍କାର ନାହିଁ । ବରଂ ବଢୁଛି ଦୁର୍ନୀତି ।ଛତୁଆରୁ ପଞ୍ଚାୟତ ନିଯୁକ୍ତି ଯାଏଁ ସବୁଠି ଉତ୍କୋଚ ଖୋଲାଖୋଲି ! ବଲାଙ୍ଗୀର : ରାଜ୍ୟରେ ନୂଆସରକାର ଆସିଲା ପରେ ବି କୌଣସି ସରକାରୀବିଭାଗର ସଂସ୍କାର ପରିଲକ୍ଷିତ ହୋଇପାରିନାହିଁ । ବରଞ୍ଚ କେତେକ ବିଭାଗରେ ଖୋଲାଖୋଲି ଉତ୍କୋଚ ଆଦାୟ ନିରଙ୍କୁଶ ହୋଇପଡିଥିବା ଚର୍ଚ୍ଚା ହେଉଛି । ଯାହା ଗତସରକାର ଅମଳରେ ଚାଲିଛିଥିଲା , ତାହା
Read Moreପୁରୀରୁ ବୌଦ୍ଧ, ସୋନପୁର ଓ ବଲାଙ୍ଗିରଜିଲ୍ଲାରେ ଜାଲ ଆତ୍ମହତ୍ୟା ,ଫେରାର୍ , ସରକାରୀ ତହବିଲ୍ ଓ ବ୍ୟାଙ୍କ୍ ଠକେଇରେ ହଜାର ହଜାର ସର୍ବସ୍ବାନ୍ତ ! ସୋନପୁର : ବର୍ଷ ବର୍ଷ ଧରି ମୋବାଇଲ୍ ଆପ୍ ରେ ଅନ୍ ଲାଇନ୍ ଜୁଆଖେଳରେ କୋଟି କୋଟି ଟଙ୍କାର ଠକେଇ ଚାଲିଛି । ଏ ସମ୍ପର୍କରେ ଅନେକ ଅପରାଧଘଟଣା ଘଟୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଆସୁ ଥିଲେ ହେଁ ,
Read Moreମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ୧୦ ହଜାର ଚାଉଳ ଆବେଦନକାରୀ !ଅନ୍ୟାନ୍ୟ ଜିଲ୍ଲାରେ କେତେ ? ଭୁବନେଶ୍ବର : ନିକଟରେ ଏକ ବହୁପ୍ରସାରିତ ଦୈନିକ ଓଡିଆ ସମ୍ବାଦପତ୍ରର ମୁଖପୃଷ୍ଠରେ ପ୍ରକାଶ ପାଇଛି ଯେ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜଜିଲ୍ଲା କେନ୍ଦୁଝରର ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ରାସନ ଚାଉଳ ଉପରେ ନିର୍ଭରଶୀଳ । ଏବେ ପୁଣି ଜିଲ୍ଲାର ୧୦ ହଜାର ଗରିବ ପରିବାର ରାସନକାର୍ଡ
Read More