ଜିଲ୍ଲା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜବ୍ଲକ୍ ରେ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା !

ନାହିଁ ନାହିଁରେ ଚାଲିଛି ଆଗଲପୁର ସରକାରୀ ସ୍ବାସ୍ଥ୍ୟସେବା : ୭ ଡାକ୍ତର, ଜଣେ ଅଣଓଡିଆ ଭରସାରେ ରୋଗୀ ! ଆଗଲପୁର : ବଲାଙ୍ଗିର ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୪୦ କିମି ଦୂରରେ ଅବସ୍ଥିତ ଆଗଲପୁର ଗାଁ । ଏହି ଆଗଲପୁର ନାମରେ ଥିବା ବ୍ଲକ୍ ଟି ଡୁଡୁକାଠାରେ ରହିଥିବାବେଳେ , ଗମନାଗମନର ସେଭଳି ସିଧାସଳଖ ସୁବିଧା ନଥିବାରୁ ଏହା ବିଚ୍ଛିନ୍ନାଞ୍ଚଳର ଅପବାଦ ପାଇ

Read More
ଅପରାଧ

ସୋନପୁର ଜିଲ୍ଲାରେ ଅପରାଧମାମଲାର ତଦନ୍ତରେ ଅବହେଳା

ନରହତ୍ୟା ଓ କୋଟି କୋଟି ଠକେଇରେ କାଳକ୍ଷେପଣର କାରଣ କ’ଣ ? ସୋନପୁର  : ସୁବର୍ଣ୍ଣପୁର ବନାମ ସୋନପୁର ଜିଲ୍ଲାର ପୁଲିସ୍ ଓ ଅନ୍ୟାନ୍ୟ ତଦନ୍ତକାରୀ ସରକାରୀ ସଂସ୍ଥା ଦ୍ବାରା ବହୁଚର୍ଚ୍ଚିତ ନରହତ୍ୟା ଓ କୋଟି କୋଟି ଟଙ୍କାର ଠକେଇ ପରି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ତଦନ୍ତରେ ଅବହେଳା କରାଯାଇଆସୁଥିବା ଲୋକଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି । ତେବେ ଏପରି ଅହେତୁକ କାଳକ୍ଷେପଣର କାରଣ ସମ୍ପର୍କରେ କେବେ ବି

Read More
ଦୁର୍ନୀତି

ଅନ୍ ଲାଇନ୍ ରେ  ୨ କୋଟିରୁ ଉର୍ଦ୍ଧ୍ବଟଙ୍କା ହଡପ କରିଥିବା ଯୁବକଙ୍କ ବିରୋଧରେ ଏତଲା

ତରଭା  :  ସୁବର୍ଣ୍ଣପୁର ଜିଲ୍ଲାର ତରଭା ଅଞ୍ଚଳରେ Runl ve ନାମକ ଏକ ବିଦେଶୀ ଆପ୍ ଅନ୍ ଲାଇନ୍ ଇନ୍ ଭେଷ୍ଟମେଣ୍ଟ୍ ଜରିଆରେ ଲୋକଙ୍କଠାରୁ ଏଯାବତ୍ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ତରଭାର ଜଣେ ଯୁବକଙ୍କ ବିରୋଧରେ ଏକ ଏତଲା ଦିଆଯାଇଛି ।  ତରଭାର ଶ୍ରୀ କୁମାର ମହନ୍ତ ନାମକ ଜଣେ ସାମ୍ବାଦିକ ତଥା ସମାଜସେବୀ ଯୁବକଙ୍କ ପକ୍ଷରୁ ଗତକାଲି ସ୍ଥାନୀୟ

Read More
ଓଡ଼ିଶା

ଆୟୁଷ୍ମାନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା:

କେମିତି ଓ କାହାକୁ ମିଳିବ ମାଗଣା ଚିକିତ୍ସା ? ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ୧୨.୩ କୋଟି ପରିବାର ପାଇଁ ଲାଭଦାୟକ ହେବ । ଏହା ୬.୫ କୋଟି ବୃଦ୍ଧ ଲୋକଙ୍କୁ ଉପକୃତ କରିବ ।

Read More
ଓଡ଼ିଶା

ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏ.ଏସ.ଆଇ

ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ ।ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ (preliminary inspection and technical survey) ଅନୁଷ୍ଠିତ ହେବ। ଏ.ଏସ୍.ଆଇ ର ଅତିରିକ୍ତ

Read More