ମଣ୍ଡିରେ ଧାନକିଣାର ଫଲ୍ସଏଣ୍ଟ୍ରି ! ବଲାଙ୍ଗୀର / ସୋନପୁର : ଏଥର ଏହା କେବଳ ବଲାଙ୍ଗୀର ବା ସୋନପୁର ଜିଲ୍ଲାର କଥା ନୁହେଁ , ବରଂ ସବୁଠି ଏକାଢଙ୍ଗରେ ଚାଲିଛି ।ଚଳିତ ଖରିଫ୍ ଋତୁରେ ନୂତନ ସରକାରଙ୍କ ଘୋଷିତ ନୂତନ ଏମ୍ ଏସ୍ ପି ବା ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ରର ୨୩୦୦+ ରାଜ୍ୟର ୮୦୦ ଇନ୍ ପୁଟ୍ ମିଶି କୁଇଣ୍ଟାଲ୍ ପିଛା ୩୧୦୦
Read Moreଭୁବନେଶ୍ବର : ବଲାଙ୍ଗୀରର ମହିଳା ଜ୍ୟୋତିଷ ଶ୍ରୀମତୀ ମିତାଲି ମଧୁମିତା ମିଶ୍ରଙ୍କୁ ‘ଭୃଗୁ ଜ୍ୟୋତିଷ ସଂସ୍ଥାନ’ ପକ୍ଷରୁ ‘ ୧୮ ତମ ଏସିଆନ୍ ଆଷ୍ଟ୍ରୋଲୋଜରସ୍ କନ୍ ଫରେନ୍ ସ- ୨୦୨୫ ‘ ରେ ‘ ଜ୍ୟୋତିଷ ସିଦ୍ଧାନ୍ତସାଗର ‘ ସମ୍ମାନ ପ୍ରଦାନ କରାଯାଇଛି । ଗତ ଜାନୁଆରୀ ୪ ଓ ୫ ତାରିଖରେ ଭୁବନେଶ୍ଵରର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ଠାରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ
Read Moreବଲାଙ୍ଗୀର : ଆଜି ଅପରାହ୍ନରେ ବଲାଙ୍ଗୀର ଗସ୍ତରେ ଆସିଥିବା ରାଜ୍ୟ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସର୍କଟ୍ ହାଉସ୍ ରେ ଭେଟି ଆଗାମୀ ପୁସ୍ତକମେଳା ବନାମ ବଲାଙ୍ଗୀର ବହିହାଟ ପାଇଁ ସରକାରୀ ଅନୁଦାନ ନିମନ୍ତେ ଅନୁରୋଧ କରିଥିଲେ ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତାମାନେ । ବହିହାଟର ମୁଖ୍ୟ ସଂଯୋଜକ ମହେନ୍ଦ୍ର କୁମାର ଦର୍ଜୀଙ୍କ ଅଧ୍ୟକ୍ଷତାରେ ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀ , ସହ- ସମ୍ପାଦକ ରଘୁନନ୍ଦନ
Read Moreପୁଞ୍ଜିଯୋଗାଡର ଏକ ଆବଶ୍ୟକ ଆୟୋଜନ ଭୁବନେଶ୍ବର : ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାର ବା ରାଜନୈତିକ ପ୍ରତିଶ୍ରୁତି ପାଳନର ଏକ ଆୟୋଜନ ହେଉଛି ଆମ ରାଜ୍ୟରେ ସଦ୍ୟସମାପ୍ତ ୧୮ ତମ ପ୍ରବାସୀ ଭାରତୀୟ ଦିବସ ବା ପ୍ରବାସୀ ଯୁବ ଭାରତୀୟ ଦିବସ ପାଳନ । ଏହା ଏକ ପୁଞ୍ଜିଯୋଗାଡର ଆବଶ୍ୟକ ଆକର୍ଷଣୀୟ ଆୟୋଜନ । ଓଡିଶାରେ ଏଇ ଜାତୀୟ ମେଳାଟିର ଉଦ୍ ଘାଟନର
Read Moreବଲାଙ୍ଗୀର : ଚଳିତ ଖରିଫ୍ ଋତୁରେ ବଲାଙ୍ଗୀର ଜିଲ୍ଲାରେ ଚାଉଳକଳ ମାଲିକ ବା ମିଲର୍ସଙ୍କ ମଧ୍ୟରେ ଖୋଲାଖୋଲି ପ୍ରଶାସନ ବନାମ ସରକାରଙ୍କ ନୀତି ଓ କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ଥମିନାହିଁ । ଏହାର ପ୍ରତିଫଳନ ସ୍ବରୂପ କଟନୀଛଟନୀ ହେବନାହିଁ ବୋଲି ସରକାରୀ ଘୋଷଣାକୁ ମିଲର୍ସ ମାନୁ ନଥିବା ବେଳେ ଠିକ୍ ସମୟରେ ମଣ୍ଡିରୁ ଧାନ ଉଠାଉନାହାଁନ୍ତି ! ପ୍ରଥମେ ପରିବହନ ଓ ମିଲିଂର ପୁରୁଣାଦର
Read More