ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ଘଣ୍ଟ ଘୋଡାଉଛନ୍ତି ସିଡିଏମଓ : ପୁଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ ! ସୋନପୁର : ଗତ ୨୦ ତାରିଖ ଦିନ ସୋନପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଏକ ଘରୋଇ ନର୍ସିଂହୋମ୍ ‘ଆଶା ନର୍ସିଂହୋମ୍ ‘ ରେ ଜଣେ ସରକାରୀ ବିଶେଷଜ୍ଞ ଡାକ୍ତରଙ୍କ ଚରମ ଦାୟିତ୍ବହୀନତା ଫଳରେ ଜଣେ ଗୋଡଭଙ୍ଗା ଯୁବରୋଗୀଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ପଠାଯାଇ ଅସ୍ତ୍ରୋପଚାର ପୂର୍ବରୁ
Read Moreକାହିଁକି ଉଠାଯାଉନି କଷ୍ଟମମିଲିଂ ଚାଉଳ ? ସୋନପୁର : ଗତ ପ୍ରାୟ ମାସେ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକରୁ ସରକାର କଷ୍ଟମ୍ ମିଲିଂ ଚାଉଳ ଉଠାଉ ନାହାଁନ୍ତି । ଫଳରେ ମିଲ୍ ର ଗୋଦାମ ଜାମ୍ ହୋଇ ଯାଇଛି । କୁହାଯାଉଛି ଏସବୁ ଗତ ରବିଧାନର କୋଟା । ଏହା ଉଠା ନଗଲେ ଚଳିତବର୍ଷର ଖରିଫ ଚାଉଳ ପାଇଁ ରଖିବାକୁ ଜାଗା
Read More୪ ଜିଲ୍ଲାରେ ଜଣେ ଏଡିଟି : ଜାଲ୍ ବୁଣାକାରଙ୍କ ନାଁ’ରେ ଜାଲିଆତି ! ବଲାଙ୍ଗୀର : ଚଳିତ ରାଜ୍ୟବଜେଟ୍ ରେ ସରକାର ମୁଖ୍ଯମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ଓ ମୁଖ୍ଯମନ୍ତ୍ରୀ ରେଶମ ବିକାଶ ଯୋଜନାରେ ୧୦୨ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଥିବା ବେଳେ ଚଳିତ ଡବଲ ଇଞ୍ଜିନ୍ ଭାଜପା ସରକାର ତାଙ୍କର ଗତ ପ୍ରାୟ ଦେଢବର୍ଷର ଶାସନକାଳ ମଧ୍ଯରେ ଓଡ଼ିଶା ରାଜ୍ୟର ହସ୍ତତନ୍ତ
Read Moreକାର୍ଯ୍ୟାନୁଷ୍ଠାନ ହେବ କହି ଚାପିଦେଲେ ! ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । ଗତ ୧୪ ତାରିଖରେ ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବନେଇମୁଣ୍ଡା ଆଶ୍ରମ ସ୍କୁଲରେ ଜଣେ ଶିକ୍ଷକଙ୍କ ନିସ୍ତୁକମାଡରେ ୭ ଜଣ ଛାତ୍ର ସ୍କୁଲରୁ ଭୟରେ ପଳାଇଯାଇ ବଲାଙ୍ଗୀର ବସ୍ ଷ୍ଟାଣ୍ଡରୁ ଉଦ୍ଧାର ହେବା ଘଟଣା ପରେ ଅଭିଯୁକ୍ତ ଭୋକେସନାଲ ଶିକ୍ଷକ
Read Moreଅଧିକାରୀଙ୍କ ହାତଚିକ୍କଣରୁ ଲଗାମ୍ ଛଡା ଶିକ୍ଷକ ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲ୍ ଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । କେଉଁଠି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଆଚରଣ ଛାତ୍ରଛାତ୍ରୀଙ୍କ ପ୍ରତି ହିଂସାତ୍ମକ ହୋଇଉଠିଲାଣି ତ , ପ୍ରାୟ ସବୁ ଆବାସିକ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ ସମେତ ବିଦ୍ୟାଳୟର ମେସ୍ ଓ ମଧ୍ଯାହ୍ନଭୋଜନରୁ ନିୟମିତ ବାଟମାରଣା ଦୁର୍ନିବାର ହୋଇଉଠିଛି ।
Read More