ଜିଲ୍ଲା

‘ ତେତେଲ୍ ପାଗଲ୍ ‘ ର ଆଉ ଏକ ପାଗଳାମି !

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ବିବାଦର ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ ପାଟଣାଗଡ : ପାଟଣାଗଡ ବ୍ଲକ୍ ଛକ ବନାମ ପର୍ଶୁରାମ ଛକ ବନାମ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନର ବିବାଦୀୟ ଛକର କଳାଜରି ଘୋଡାହୋଇଥିବା ବିଜୁବାବୁଙ୍କର ପ୍ରତିମୂର୍ତ୍ତିଟିଟିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ବଥର୍ଲା ଗ୍ରାମର ଜଣେ ଜଣାଶୁଣା ମାନସିକ ଭାରସାମ୍ଯ ବିଗିଡିଥିବା ବ୍ଯକ୍ତିକୁ ଏତଲାକ୍ରମେ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହା

Read More
ଅପରାଧ

ସେଇ ପୋଷି ନ ପାରିବାରୁ ପାଳନ ପାଇଁ ଆଳ !

ବଲାଙ୍ଗୀରରେ ପୁଣି ଶିଶୁଚାଲାଣ ! ସେଇ ଭୀମଭୋଇ ହାସପାତାଳରୁ , ଟିଟିଲାଗଡ ଅଞ୍ଚଳର ଛତିଶଗଡ ଦୁର୍ଗରୁ ଉଦ୍ଧାର କଲା ପୁଲିସ ବଲାଙ୍ଗୀର : ରାଜ୍ୟରେ ଏ ଭିତରେ ଶିଶୁଚୋରି , ଶିଶୁବିକ୍ରି ଓ ଶିଶୁଚୋରାଚାଲାଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ଵରର ରାମମନ୍ଦିର ସମ୍ମୁଖରୁ ଜଣେ ଅନ୍ଧୁଣୀ ଭିକାରୁଣୀର କୋଳରୁ ଦେଢବର୍ଷର ପୁଅକୁ ଅପହରଣ ଓ ମୁଖ୍ଯମନ୍ତ୍ରୀଙ୍କ କଡାନିର୍ଦ୍ଦେଶରେ ପୁଲିସ ତତ୍ପର

Read More
ଅପରାଧ

ବଲାଙ୍ଗୀରରେ ଘନଘନ ହତ୍ୟାକାଣ୍ଡର କାରଣ :

ରାଜନେତା ଓ ଓକିଲଙ୍କ ସପକ୍ଷବାଦୀ ଭୂମିକା ? ବଲାଙ୍ଗୀର : ଏଇ ଅଳ୍ପଦିନ ମଧ୍ଯରେ ବଲାଙ୍ଗୀର ଜିଲ୍ଲାରେ ଘନଘନ ୩ / ୪ ଟି ହତ୍ୟାକାଣ୍ଡ ଜନମାନସରେ ଉ ଦ୍ ବେ ଗ ସୃଷ୍ଟି କରିଛି । ବିଶେଷତଃ ଜିଲ୍ଲାରେ ନୂଆ ଏସ୍ ପି ଭାବେ ଜଣେ ଯୁବ ଆଇପିଏସ୍ ଅଭିଳାଷ ଜି ଯୋଗଦେବା ପରେ ପରେ ମୁରିବାହାଲ , ସଦର ଓ ଟାଉନ୍

Read More
ଅପରାଧ

ଅନ୍ ଲାଇନ୍ ଗେମିଂ ଠକେଇର ବିଶେଷ ବିବରଣୀ

ଅଭିଯୁକ୍ତ ୪ବର୍ଷ ତଳେ ଜେଲ୍ ଯାଇଥିଲା ବଲାଙ୍ଗୀର : ବେଆଇନ୍ ଭାବରେ ଅନ୍ ଲାଇନ୍ ରେ ଗେମିଂ ଆପ୍ ଖୋଲି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଏବେ ବଲାଙ୍ଗିର ସାଇବର ଥାନା ପୁଲିସ ଦ୍ବାରା ସଇଁତଳା ଥାନା ଅନ୍ତର୍ଗତ ପାଇକସମରା ଗ୍ରାମର ଜଣେ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଛିନୁ ମଲ୍ଲିକଙ୍କ ପୁଅ ଚିନୁ

Read More
ଅପରାଧ

ଚୋରାବଜାରରେ ମାନବଶିଶୁର ମୂଲ୍ୟବୃଦ୍ଧି ?

ରାଜଧାନୀରେ ଶିଶୁଚୋରୀ : ଭୁବନେଶ୍ବର : ଗତ କିଛିବର୍ଷ ହେଲା ବହୁଚର୍ଚ୍ଚିତ ବିବାଦୀୟ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗର ପରୀକାଣ୍ଡ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଶୁଚୋରୀ ଓ ଶିଶୁବିକ୍ରି ଘଟଣା ଘଟିଆସୁଛି । ସରକାରୀ ଡାକ୍ତରଖାନାରୁ ସଦ୍ୟଜାତ ଶିଶୁଙ୍କୁ ଅପହରଣ କରି ଦଲାଲଙ୍କ ଜରିଆରେ ହଜାର ଓ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ପ୍ରକାଶ। ଏଥିରେ ପ୍ରସୂତୀଙ୍କ ସହାୟିକା ଆଶାକର୍ମୀ

Read More