ଦୁଇଟି କୋଶଲୀପୁସ୍ତକ ଉନ୍ମୋଚିତ ବଲାଙ୍ଗୀର : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ସାମ୍ବାଦିକ ଭବନରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ବିଶିଷ୍ଟ କବି , ଗୀତିକାର , ନାଟ୍ଯକାର ଓ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କର ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ
Read Moreକଙ୍ଗାରୁକୋର୍ଟରେ ଦଫାରଫା : ହାତଲେଖା ସ୍ବୀକାରୋକ୍ତି ! ସୋନପୁର : ସୁବର୍ଣ୍ଣ ପୁର ଜିଲ୍ଲା ତରଭା ବ୍ଲକ୍ ର କମସରା ପେକ୍ସର ଗତ ଖରିଫ୍ଋତୁରେ ମଣ୍ଡିରେ ଧାନକିଣା ଟାର୍ଗେଟ୍ ସରିଯିବା ପରେ ୧୯ ଜଣ ଚାଷୀଙ୍କର ଧାନ କିଣାଯାଇ ଭେଣ୍ଡର ସ୍ଲିପ୍ ଦିଆଯିବା ସତ୍ତ୍ୱେ ପାଉଣା ଦିଆ ନଯାଇ କମସରା ଗ୍ରାମ ନିବାସୀ ଡିଇଓ ମନୋରଞ୍ଜନ ମିଶ୍ର ଫେରାର୍ ହୋଇଯିବା ସହିତ ସମ୍ପାଦକ କମସରା
Read Moreପ୍ରତିବାଦ କରିବାରୁ ବହିଷ୍କାର ନୋଟିସ୍ ବଲାଙ୍ଗୀର : ଗତ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା ମିଶନଶକ୍ତିର ଜୀବିକା ନିର୍ବାହ ମିଶନର ଗୁମର ଏବେ ଖୋଲିବାକୁ ଲାଗିଛି । ପ୍ରଥମତଃ ଏହା ମହିଳାଙ୍କୁ ସ୍ବାବଲମ୍ବୀ କରିବା ଆଳରେ ସେମାନଙ୍କୁ ଦଳୀୟ ରାଜନୀତିରେ ବ୍ୟବହାର କରାଯାଉଥିବା ବେଳେ ଏବେ ତଳୁ ଉପରସ୍ତର ପର୍ଯ୍ୟନ୍ତ ଏଥିରେ ଯୋଗାଇ ଦିଆଯାଉଥିବା ସରକାରୀ ପାଣ୍ଠିକୁ ବାଟମାରଣା କରାଯାଉଥିବା ଓ ଏଥିରେ
Read Moreଗତ ସରକାରଙ୍କ ଅମଳର ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପୁନଃତଦନ୍ତ : ଭୁବନେଶ୍ବର : ଗତ ବିଜେଡି ସରକାରର ୨୪ ବର୍ଷର ଶାସନରେ ରାଜ୍ୟରେ ଘଟିଥିବା ସମସ୍ତ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପୁନଃତଦନ୍ତ ହେବ ବୋଲି କିଛିଦିନ ତଳେ ଏକ ଜାତୀୟ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ସା କ୍ଷା ତ୍ କା ର ରେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିବା ପ୍ରକାଶ । ଯେଉଁ ହତ୍ୟାକାଣ୍ଡ
Read Moreଲୋକଙ୍କ ଆନ୍ଦୋଳନ ଯୋଗୁଁ ସ୍ଥାନାନ୍ତରିତ ହୋଇଥିଲା.. ପାଟଣାଗଡ : ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କିଛିବର୍ଷ ହେଲା ଜଣେ ବ୍ୟକ୍ତି ଏକ ବିଶୁଦ୍ଧ ପାନୀୟ ଜଳ କାରଖାନା ଖୋଲି ପାଣି ବିକ୍ରି ବେପାର ଚଳାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରକାଶ ଯେ , ପାଟଣାଗଡର ସୁରେଶ ମେହେର ନାମକ ଜଣେ ବ୍ୟବସାୟୀ
Read More