ମାସ୍ ବାଇଓଫୁଏଲ୍ ର ଜନଶୁଣାଣିର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୁରା ଗ୍ରାମ ସ୍ଥିତ ମାସ୍ ବାଇଓଫୁଏଲ୍ ଇଥାନଲ୍ କାରଖାନାର ପ୍ରଶାସନ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କାରଖାନା ସହିତ ସ୍ଥାନୀୟ ଗ୍ରାମବାସୀମାନଙ୍କ ମିଳିତ ସମାବେଶରେ ‘ ଗତମାସ ୯ ତାରିଖର ଜନଶୁଣାଣିର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ? ‘- ଏହା
Read Moreଏଥର ଡବଲଇଞ୍ଜିନ୍ ଗାଡିରେ ଚାଲାଣ ! ବଲାଙ୍ଗୀର : ନୂଆଖାଇ ପାଖେଇ ଆସିଲାବେଳକୁ ରାଜ୍ଯବାହାରର ଇଟାଭାଟିରେ ଖଟିବାକୁ ଦାଦନଶ୍ରମିକ ଚାଲାଣ ପାଇଁ ଗାଁ’ ଗାଁ’ ରେ ବଇନା ବଣ୍ଟା ଆରମ୍ଭ ହୋଇଗଲାଣି । ତେବେ ଚଳିତଥରର କେନ୍ଦ୍ର ଓ ରାଜ୍ଯରେ ଭାଜପା ବନାମ ତଥାକଥିତ ଡବଲଇଞ୍ଜିନ୍ ସରକାର ଆସିବାପରେ ଏହା ରୋକିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଛି ଓ ପାଟଣାଗଡ ବିଧାୟକ ତଥା
Read Moreରେଳଧାରଣାରୁ ମୃତଦେହ ଉଦ୍ଧାର : ସନ୍ଦେହଜନକ ଆତ୍ମହତ୍ୟା ବଲାଙ୍ଗୀର : ସହରର ଏକ ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀ ଓମ୍ ମିଠା ଓ ମିକ୍ସଚର୍ କାରଖାନାର ମ୍ୟାନେଜର ପ୍ରେମରାଜ ଭୋଇ ନାମକ ଯୁବକ ଗତ ୪ ତାରିଖ ସନ୍ଧ୍ୟାରେ ଶାନ୍ତପଡାସ୍ଥିତ ଘରୁ ଡିଉଟି ଯାଇ ଆଉ ନ ଫେରିବା ଓ ମୋବାଇଲ୍ ହ୍ବାଟ୍ସଅପ୍ ରେ ଘରଲୋକଙ୍କୁ ମେସେଜ୍ କରି ଜୀବନହାରୁଛି ବୋଲି କହିବା ପରେ ସେହି
Read Moreକାରଖାନା ମାଲିକଙ୍କ ପକେଟ୍ ରେ ଥିଲେ ପୂର୍ବ-ପ୍ରଶାସନ ? ତରଭା : ବର୍ଷ ବର୍ଷ ଧରି ଦିଲ୍ଲୀର ଜଣେ ଅଣଓଡିଆ ମାଲିକ ଏହି ଜିଲ୍ଲାର ପାଣିମୁରା ଗ୍ରାମଠାରେ ସ୍ଥାପନ କରି ଇଥାନଲ୍ ଉତ୍ପାଦନ କରିଆସୁଥିବା ବେଳେ , ଏହି କାରଖାନାର ନିର୍ଗତ ଦୂଷିତ ଓ ବିଷାକ୍ତ ପାଣି , ଧୂଆଁ , ଧୂଳି , ବାଷ୍ପ ଓ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣରେ ପାଣିମୁରା ଗ୍ରାମ
Read Moreଜିନିୟସ୍ ଇଂରାଜୀମିଡିୟମ୍ ସ୍କୁଲ୍ ରେ ସାଂଘାତିକ୍ ଅବ୍ୟବସ୍ଥା ! ବଲାଙ୍ଗୀର : ବଲାଙ୍ଗୀର ସହରର ଗାନ୍ଧୀନଗର ପଡା ବାଗଗଳିରେ ରହିଛି ‘ ଜିନିୟସ୍ ଇଂରାଜୀ ମିଡିୟମ୍ ଆବାସିକ ସ୍କୁଲ୍ । ଏହି ଘରୋଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ , ୨୦୧୮ ରୁ ଖୋଲିଥିବା ମାତ୍ର ୧୩ ଜଣ ପିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ୍ ରେ ଏବେ ବଲାଙ୍ଗୀର ସମେତ ଆଖପାଖ ବିଭିନ୍ନ ଜିଲ୍ଲା
Read More