ବଲାଙ୍ଗୀରରେ ଦେଶୀମଦଭାଟିବାଲାଙ୍କ ଦୌରାତ୍ମ୍ଯ

ମଦଭାଟି ପହିଲମ୍ୟାନ୍ କୁ ହତ୍ୟା ବଲାଙ୍ଗୀର : ଦୀର୍ଘବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ଦେଶୀମଦଭାଟି ନିଲାମରେ ନେଉଥିବା ବିହାରୀ ଭାଟିବାଲା ଓ ତାଙ୍କ ବିହାରୀ କର୍ମଚାରୀଙ୍କ ଦୌରାତ୍ମ୍ଯ ସୀମାଲଙ୍ଘନ କରିଛି । ଏମାନେ ଠିପିଖୋଲା ମହୁଲୀ ଦେଶୀମଦ ରାନ୍ଧି ବିକିବାର ଅବକାରୀ ଲାଇସେନ୍ସ ହାସଲ କରି ଗାଁ’ ଓ ସହରର ନିର୍ଦ୍ଦିଷ୍ଟ ଜାଗାରେ ଏହା ବିକୁଥିବା ନିୟମକୁ ନମାନି ଅବକାରୀ ଓ ପୁଲିସ ବିଭାଗକୁ

Read More

ଦନ୍ତହୀନ ସରକାରୀ ଆଇନ୍ ?

ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ନିଷିଦ୍ଧ ନିୟମ ଭୁବନେଶ୍ବର : ବହୁଚର୍ଚ୍ଚିତ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ବିକ୍ରି କଟକଣାକୁ ନେଇ ରାଜ୍ୟବ୍ୟାପି ମୃଦୁ ମିଶ୍ରପ୍ରତିକ୍ରିୟା ସୃଷ୍ଟି ହୋଇଛି । କେତେକ ଏହାକୁ ସମାଲୋଚନା ପ୍ରକାଶ କରି କଟାକ୍ଷ କରିଛନ୍ତି ଯେ ଏହା ଏକ ଦନ୍ତହୀନ ସରକାରୀ ଆଇନ୍ ଓ ‘ କାନ ନେଇଗଲା

Read More

ଏକାଡେମିର ଫେଚକାମି !

ମନ୍ଦକବି-ଯଶପ୍ରାର୍ଥୀଙ୍କ ଯଥେଚ୍ଛାଚାର ଭୁବନେଶ୍ବର : ଅର୍ଦ୍ଧ-ସରକାରୀ ଭାବେ ପରିଚାଳିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସଂସ୍କୃତିବିଭାଗ ଅଧୀନସ୍ଥ କେନ୍ଦ୍ର ସାହିତ୍ଯ ଏକାଡେମି ବନାମ ଓଡ଼ିଶା ସାହିତ୍ଯ ଏକାଡେମିରେ ଯାହାସବୁ ଚାଲିଆସିଛି ସେକଥାରେ ଲେଖକ/ ଲେଖିକାମାନେ ଯେତେବେଳେ ଚୁପ୍ ପଡିଛନ୍ତି , ପ୍ରକୃତଲେଖକ ଓ ସାଧାରଣଲୋକଙ୍କ ପ୍ରତିକ୍ରିୟା ପ୍ରତି ସରକାର କର୍ଣ୍ଣପାତ ନ କରିବା ସ୍ୱାଭାବିକ୍ । ତଥାପି ଏଠି ପ୍ରଶ୍ନ ଉଠିବା ଆବଶ୍ୟକ ଯେ

Read More

ମାମଲାଋଜୁରେ କାଳକ୍ଷେପଣ ଓ ଭିଜିଲାନ୍ସ ତଦନ୍ତ

ଏସବୁ ପଛରେ ରାଜନୈତିକ ପ୍ରତିଶୋଧ ? ବଲାଙ୍ଗୀର : ଏବେ ଦେଖାଯାଉଛି , ଗତ ସରକାରଙ୍କ ଅମଳର ବ୍ଲକ୍ ର ମନରେଗା , ପୂର୍ତ୍ତ ବା କୋଭିଡ୍-୧୯ ବେଳର କୋଟି କୋଟି ଟଙ୍କାର ମାଳ ମାଳ ଦୁର୍ନୀତିର ତଦନ୍ତ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରୁଛି । ସେତେବେଳର ପ୍ରକାଶିତ ଏହି ଅଭିଯୋଗ ଗୁଡିକ ସରକାରଙ୍କ ଦୃଷ୍ଟ୍ବିକୁ ଅଣାଯାଇଥିଲା । କିନ୍ତୁ ଭିଜିଲାନ୍ସ ଏହାର ତଦନ୍ତ କରି

Read More

ପୁଲିସର ତନାଘନା : ଏସ୍ ପିଙ୍କ ‘ ମିଶନ୍ ଗଞ୍ଜେଇ ‘

କୋଟି କୋଟି ଟଙ୍କାର ଧରପଗଡ ସୋନପୁର : ବର୍ଷ ବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ, ବିହାର , ଦିଲ୍ଲୀ , ମୁମ୍ବାଇ ଓ ଅନ୍ଯାନ୍ଯ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଜାରୀ ରହିଛି । ସରକାର ଏହା ଜାଣୁଥିଲେ ହେଁ

Read More